Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାରିବାରିକ କଳିରୁ ନିଜ ପୁତୁରା ବଡବାପାଙ୍କୁ ହାଣି ହତ୍ୟା କଲା

କଳାହାଣ୍ଡି, ୦୧/୧୦ : ପାରିବାରିକ କଳହର କରୁଣ ପରିଣତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଯୁଗସାଇପାଟଣା ନିକଟରେ ଅଭାବନୀୟ ଘଟଣା ଘଟି ଯାଇଛି। ପାରିବାରିକ କଳିରୁ ନିଜ ବଡବାପାଙ୍କୁ ହାଣି ହତ୍ୟା କରିଛି ପୁତୁରା ନିଜ ସାନଭାଇ ଓ ଦୁଇ ପୁତୁରା ମିଶି ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସୂଚନା । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୁତୁରା ସମେତ ୩ ଜଣଙ୍କ ଅଟକ ରଖିଛି।