Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୮ ତାରିଖ କୁମାର ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ

ଚଳିତ ମାସ ୨୮ ତାରିଖରେ ପଡୁଛି କୁମାର ପୂର୍ଣ୍ଣମୀ । ଏହି ଦିନ ଲାଗୁଛି ଚନ୍ଦ୍ରଗ୍ରହଣ।ରାତି ୧ଘଣ୍ଟା ୪ ମିନିଟ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ସର୍ବମୋକ୍ଷ ହେଉଛି।ଗ୍ରହଣର ଆଦ୍ୟାନ୍ତକାଳ ୧ ଘଣ୍ଟା ୧୯ ମିନିଟ୍ ୭ ସେକେଣ୍ଡ ବୋଲି ଗଣନା କରାଯାଇଛି।ଏହି ଦିନ ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡରୁ ପାକତ୍ୟାଗ ରହିଛି।ରାଷି ମଧ୍ୟରେ ମେଷ,ବୃଷ,କର୍କଟ,ସିଂହ,କନ୍ୟା ଓ ତୁଳା ରାଶି ପାଇଁ ଗ୍ରହଣ ଅଶୁଭ ହୋଇଥିବା ବେଳେ ଅନ୍ୟ ରାଶି ମାନଙ୍କ ପାଇଁ ଦର୍ଶନ ଶୁଭଫଳ ପ୍ରଦାନ କରିବ ବୋଲି ଜ୍ୟୋତିଷବିଦ ମାନେ କହିଛନ୍ତି।