Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଏସ.ଏନ୍. କଲ୍ୟାଣ ମଣ୍ଡପ ଠାରେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସ୍ତରୀୟ ନେତୃତ୍ୱ ପ୍ରଶିକ୍ଷଣ କର୍ମଶାଳା ଓ ସମୀକ୍ଷା ବୈଠକ

କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥାନୀୟ ଏସ.ଏନ୍. କଲ୍ୟାଣ ମଣ୍ଡପ ଠାରେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସ୍ତରୀୟ ନେତୃତ୍ୱ ପ୍ରଶିକ୍ଷଣ କର୍ମଶାଳା ଓ ସମୀକ୍ଷା ବୈଠକ ଦୁଇଦିନ ଧରି କି..ମଞ୍ଚ ର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ବେହେରା ଙ୍କ ନେତତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି….
ଏହି ବୈଠକରେ ଓଡ଼ିଶାର ସମସ୍ତ ଜିଲ୍ଲାର ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ…ଦ୍ୱତୀୟ ଦିନରେ ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ SSEEPD Deputity Seceretary Odish ଶ୍ରୀଯୁକ୍ତ ସନ୍ନ୍ୟାଷି କୁମାର ବେହେରା,
ଅନ୍ୟତମ ଅତିଥି ଭୁବନେଶ୍ୱର ର DSSO ଶ୍ରୀଯୁକ୍ତ ସୌରବ ପାଣି
ଆଇନ ଯିବି -ରାଣୀ ରଂଜିତା ପଟ୍ଟନାୟକ
ଅନ୍ୟତମ ସାନମାନୀତ ଅତିଥି ଭାବରେ. ନର୍ଲା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ,ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମହାନ୍ତି
ଓଡିଶା ବିକଳାଙ୍ଗ ମଞ୍ଚର
ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ବେହେରା,ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ, ରାଜ୍ୟ ଉପ ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ତାଣ୍ଡି….
ଅନ୍ୟତମ ସନମାନୀତ ଅତିଥି କଳାହାଣ୍ଡି ଜିଲ୍ଲା ମୁଖ୍ୟଳୟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ହୋତା,
କଳାହାଣ୍ଡି ଜିଲ୍ଲାର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଡୋଳମଣୀ ପ୍ରଧାନ, କୋଷାଧକ୍ଷ, ଶ୍ରୀଯୁକ୍ତ ଘନଶିଆମ ମହାନନ୍ଦ, ଉପଦେଷ୍ଟା ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ନାଏକ, ସ୍ୱଚ୍ଛସେବୀ ଦ୍ରୁଣ ସେନ ନାଏକ,ଗୋବିନ୍ଦ ତାଣ୍ଡି, ସମାଜସେବୀ କମଳାକାନ୍ତ ଖରସେଲ, ଚଣ୍ଡୀଦାସ ସାହୁ, ଗାୟିତ୍ରୀ ନାଏକ, ମଞ୍ଜୁଲତା ସାହୁ,ପ୍ରଫୁଲ ଭୋଇ, ମିନାକ୍ଷୀ ନାଏକ, ସତ୍ୟଭାମା ବଗର୍ତି, ଭାର୍ଗବୀ ମାଝୀ,ଶ୍ରୀଯୁକ୍ତ ସୀତାକାନ୍ତ ବାଗ…କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଦିବ୍ୟାଙ୍କ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିବା, ବା ପ୍ରଶିକ୍ଷଣ ଦେବା ପାଇଁ କଳାହାଣ୍ଡିର ଆଇନ ଯିବି ଶ୍ରୀଯୁକ୍ତ ଡେବିଟି କୁମାର ଫିଲିପ ଯୋଗଦାନ କରିଥିଲେ, ଦିବ୍ୟାଙ୍କ ଭାଇ ଭଉଣୀ ମାନଙ୍କ ସାମାଜିକ ବିକାଶ କେମିତି ହେବ, କେମିତି ନିଜର ଜିଲ୍ଲାରେ ନେତତୃତ୍ୱ ନେବେ ଭାଇ ଭଉଣୀ ମାନଙ୍କୁ ନିମନ୍ତେ କାମ କରିବେ.. ଏବଂ ସରକାରୀ ଯୋଜନା କେମିତି ପାଇଁ ପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା….
ଓଡିଶା ବିକଳାଙ୍ଗ ମଞ୍ଚ ତିନି ମାସ କୁ ଥରେ ବିଭିନ୍ନ ଜିଲ୍ଲାରେ ଏହି ଭଳି କାର୍ଯ୍ୟକ୍ରମ ହୋଇଥାଏ.. ଏହି କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ ନିମନ୍ତେ, ସ୍ୱେଚ୍ଛାସେବୀ ଭାବରେ ଦ୍ରୋଣ ସେନ ନାଏକ, ଗୋବିନ୍ଦ ତାଣ୍ଡି ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ