Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମାକ୍ଷା ମନ୍ଦିରରେ ନବରାତ୍ର ପୂଜା

ସମ୍ବଲପୁର :ଜୟ ମାଁ କାମାକ୍ଷ୍ଯା, ମାଁ ଚନ୍ଦ୍ରଘଣ୍ଟା ବେଶରେ, ମାଁ ବଗଳାମୁଖୀ ରୂପେ ଆଜି କଲାକାର ସାହୁ ଓ ଗୀତାଞ୍ଜଳି ସାହୁ ଶାରଦୀୟ ନବରାତ୍ର ପୂଜା ର ତୃତୀୟ ଦିନରେ କର୍ତ୍ତା ଦାଇତ୍ୱ ତୁଲାଇଥିଲେ, ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆର ଓ ସୁଶାନ୍ତ କୁମାର ପତି ପୂଜାର୍ଚ୍ଚନା, ଚଣ୍ଡୀପାଠ, ହୋମ କରିଥିଲେ।ବୈଦାରନୂଆପାଲି ମହିଳା କୃଷ୍ଣ ଗୁରୁ ମାଁ କାମାକ୍ଷ୍ଯା ଦେବୀ ଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ଉପଲକ୍ଷେ ତୃତୀୟା ତିଥି ରେ କୃଷ୍ଣ ଗୁରୁ ଭଜନ ପରିବେଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ