Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ଜିଲ୍ଲାପାଳଙ୍କ ସଭା କକ୍ଷରେ ୫ଟି ଅଧ୍ୟକ୍ଷଙ୍କ ସମୀକ୍ଷା

ସମ୍ବଲପୁର:ସମ୍ବଲପୁର ଜିଲ୍ଲାପାଳଙ୍କ କାଯ୍ୟାଳୟରେ ଥିବା ସଭାକକ୍ଷରେ ଆଜି ସମଲେଇ ପ୍ରକଳ୍ପକୁ ନେଇ ଜିଲ୍ଲା ପ୍ରଶାସନ ସହ ସମୀକ୍ଷା କରିଛନ୍ତି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ । ସେ ମହାନଦୀ ରିଭର ଭ୍ୟୁ ଠୁ ଆରମ୍ଭ କରି ଚାଲିଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା ଓ ସମୀକ୍ଷା କାରି ପ୍ରକଳ୍ପ ଗୁଡିକ ଯେପରି ଠିକ୍ ସମୟରେ ଲୋକଙ୍କ ପାଇଁ କାମରେ ଆସିପାରିବ ସେ ଦିଗରେ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।