Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାହାସପୁରରେ ଗୋବର୍ଦ୍ଦନ ପୂଜା:ସଂହତି ଦେଲା ପରିଚୟ

ସମ୍ବଲପୁର(ସାହାସପୁର):ସାହାସପୁର ଗିରି ଗୋବର୍ଦ୍ଧନ ପୂଜା ଖୁବ ଜାକ ଜମକରେ ପାଳନ ହୋଇଛି।ଏଠି ଦେଖା ଦେଇଛି ସଂହତିର ନିଦର୍ଶନ। ଆଜି କଂଗ୍ରେସ ନେତା ଆସବ ଅଲ୍ଲି ଖାଁଙ୍କୁ ସାହାସପୁର ଆବାଳ ବୃଦ୍ଧ ଜନତା ବିପୁଳ ସମର୍ଥନ ଦେଇ ନୂଆଁ ଏକ ବାର୍ତ୍ତା ଦେଇଛନ୍ତି।ଆସବ ଆଜି ଏହି ମହୋତ୍ସବରେ ନାକଟିଦେଉଲ ବ୍ଲକ ସଭାପତି ଟନ ପ୍ରଧାନ,ରେଢାଖୋଲ ଯୁବ ସଭାପତି ସୁମନ୍ତ ଧଳ,ଅଶୋକ ଧଳ ବାଟଗାଁ ସଭାପତି,ପିସିସି ସଭ୍ୟ ଗୌରୀ ପୃଷେଟ୍,ଜିଲ୍ଲା ଏନଏସୟୁଏଚ ସଭାପତି ଧରଣୀ ସାହୁଙ୍କ ସହିତ ମାନେଶ୍ୱର ବ୍ଲକ ଯୋନ-୨ ସଭାପତିଙ୍କ ସହିତ ବହୁ ସଂଖ୍ୟାରେ କଂଗ୍ରେସର ପୁରୁଖା ଓ ନବାଗତ ନେତା ଉପସ୍ଥିତ ଥିଲେ ।