Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବନେତା ଅବିନାଶ ଗମାଙ୍ଗ ଗୁଣୁପୁର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ବିଧାୟକ ପ୍ରର୍ଥୀଟିକେଟ ପାଇଁ ଆବେଦନ

ସୋମବାର ଦିନ ଗୁଣପୁର ସ୍ଥିତ ଡାକ ବଙ୍ଗଳା ଠାରେ ଗୁଣପୁର ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା କେତକୀ ଗୋମାଙ୍ଗ, ଯୁବ କଂଗ୍ରେସ ଉପସଭାପତି ଏସ.ସି ସେଲ୍ ରୁନା ବାଉରୀ,ଯୁବ କଂଗ୍ରେସ ଓ.ବି.ସି ସେଲ ସଭାପତି ମନୋରଂଜନ ଗୌଡ଼ , ଅନୁସୂଚିତ ଜନଜାତି ର ସଂଯୋଜକ ତରଣୀସେନ୍ ଶତପଥି ,ଗୁଣପୁର ର ଜିଲ୍ଲା ପରିଷଦ ସଦସ୍ୟା କୁନି ନିମାଲା , ବରିଷ୍ଠ କଂଗ୍ରେସ ନେତା ଗୌରୀ ତ୍ରିପାଠୀ ,ନଗର ସଭାପତି ଘାସି ବାଉରୀ, ଜିଲ୍ଲା କଂଗ୍ରେସ କମିଟି ର ସଧାରଣ ସମ୍ପାଦକ ଊନା ଫକିର ମହନ , କଂଗ୍ରେସ ନେତା ରଣଜିତ ଗାଣ୍ଟା , ଗୁଡାରୀ ବ୍ଲକର ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପାତ୍ର , ବ୍ଲକ ସଭାପତି ଭାସ୍କର ଜାଗାରାଙ୍ଗା , ପଦ୍ମପୁର ବ୍ଲକ ରୁ କଂଗ୍ରେସ ନେତା ଅନୀଲ ଚୌଧୁରୀ ଏବଂ ମହେଶ ପାଟଖଣ୍ଡାଳ , ଜିଲ୍ଲା କଂଗ୍ରେସ କମିଟି ର ସଧାରଣ ସମ୍ପାଦକ ତ୍ରିନାଥ ସବର , ରାମନାଗୁଡ଼ା ବ୍ଲକ ର ବ୍ଲକ ସଭାପତି ବାଚ୍ଛାନିଧି ବେହେରା , କଂଗ୍ରେସ ନେତା ନବୀନଚଦ୍ର ନୟକ ବେହେରା ,ହୃଶିକେସ ପାତ୍ର , ଜିଲ୍ଲା କଂଗ୍ରେସ କମିଟି ର ସଧାରଣ ସମ୍ପାଦକ ସୁଧିର ଗୁରୁ ,ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କଣ୍ଡାଗିରି , ଆପାରାଓ ପାଲାକା , ଆଈ. ଆପାରାଓ , ସମେତ ଶତାଧିକ ମାତ୍ରା ରେ ଯୁବକ ,ମହିଳା ଏବଂ ବରିଷ୍ଠ ନେତୃଗଣଙ୍କ ସହ ମିଶି ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ଯୁବକଂଗ୍ରେସ ସଭାପତି ଅବିନାଶ ଗୋମାଙ୍ଗ , ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଜୟ କୁମାର ଗୋମାଙ୍ଗଙ୍କମାଧ୍ୟମରେ ବିଧାୟକ ଟିକେଟ ନିମନ୍ତେ ଆବେଦନ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ