Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେହେରା କମ୍ପ୍ଲେକ୍ସରେ ନାଗ ସାପ

ସମ୍ବଲପୁର (ହାତିବାରୀ): ଯୁଯୋମୁରା ବ୍ଲକ୍ ବିରସିଙ୍ଗଗଡ ପଞ୍ଚାୟତର ହାତିବାରି ବେହେରା କମ୍ପ୍ଲେକ୍ସ ଠାରେ ଏକ ତେନ୍ତୁଲିଆ ନାଗ ଦେଖିବାକୁ ମିଳିଥିଲା ।ଅଞ୍ଚଳ ବାସୀ ଏହା ଦେଖି ସାପ ଧରାଳିକୁ ଜଣାଇତିଲେ। ଖବର ପାଇ ହାତିବାରୀ ଠାରେ ରହୁଥିବା ପ୍ରତାପ ରଣା ନାମକ ସାପ ଧରାଲି ତ୍ୱରୀତ ଘଟଣା ସ୍ଥଳରେ ପହଞ୍ଚି ସାପ ଟିକି ଧରି ସ୍ଥାନୀୟ ଜଙ୍ଗଳରେ ଛାଡି ଦେଇଥିଲେ । ଏହି ସ୍ଥାନରେ ଅଧିକାଂଶ ସମୟରେ ଏଭଳି ନାଗ ସାପ ଦେଖା ଦେଇଥାନ୍ତି। ସାପ ଧରାଳି ପ୍ରତାପଙ୍କୁ ଅଞ୍ଚଳ ବାସୀ ସାଧୁବାଦ୍ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ