Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟୁକୁଣା ରେ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଗହଣା।

ହାଟଡିହି ଗତ କାଲି ବିଳମ୍ବିତ ରାତିରେ ଟୁକୁଣା ଗ୍ରାମ ର ପବିତ୍ର କୁମାର ଦାସ ଙ୍କ ଘରୁ ବନ୍ଧୁକ ଭୁଜାଲି ଦେଖାଇ ଲୁଟି ନେଲେ ଗହଣା।ପୂର୍ବରୁ ଏପରି ଏହି ଯୁବକ ଙ୍କୁ ଗୁହାଳ ଗଡିଆ ନିକଟରେ ଜୀବନ ରୁ ମାରିଦେବାକୁ ହାଣି ଦେଇଥିବା ବେଳେ, ପୁନଃ ଗତକାଲି ବିଳମ୍ବିତ ରାତିରେ ଛଅ ଜଣ ଚୋର ଆସି ବନ୍ଧୁକ, ଭୁଜାଲି ଦେଖାଇ ଦଶ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ଛଅ ଲକ୍ଷ ରୁ ଅଧିକ ଟଙ୍କାର ରୂପା ଚୋରି କରିନେଇଛନ୍ତି। ଏହି ଚୋରି ସମୟରେ ତାଙ୍କ ର ପରିବାର ଲୋକଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇ ଭୟବିତ କରି ରଖିଥଲେ। ଚୋର । ଏହି ଘଟଣା ପ୍ରାୟ ରାତି ଗୋଟାଏ ମଧ୍ୟ ରେ ହୋଇଥିବା ବେଳେ ପାଖା ପାଖି ଦୁଇ ଘଣ୍ଟା ଧରି ଲୁଟ ପାଟ କରି ନେଇ ଯାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ