Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଗଜାଗ୍ କ୍ଲବ ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ

ସମ୍ବଲପୁର (ହୀରାକୁଦ) ପ୍ରାୟ୧୨ ପୂର୍ବେ ଅଞ୍ଚଳର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସକାଶେ ଆରମ୍ଭ ହୋଇଥିବା ଅନୁଷ୍ଠାନକୁ ପ୍ରତିଷ୍ଠା କରାଯାଇଥିଲା । ଆଜି ଏହି ଜିଗଜାଗ କ୍ଲବ ସାଂସ୍କୃତିକ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଅନୁଷ୍ଠାନର ସଭାପତି ଭାବେ କାର୍ତ୍ତିକ କଲେତ୍, ଉପସଭାପତି ଭାବେ ରଞ୍ଜନ କୁମାର ହୋତା, କୋଅର୍ଡିନେଟର୍ ଭାବେ ଦିଗାମ୍ବର ଜ୍ୟୋତିଷ, ସମ୍ପାଦକ ଭାବେ ସୁରେନ୍ଦ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଜୟନ୍ତୀ ନାଥ, ବୀଣାପାଣି ମହାନ୍ତି, କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ସ୍ବାଇଁ, ସହକୋଷାଧ୍ୟକ୍ଷ ଭାବେ ହେମନ୍ତ ବିଶ୍ବାଳ, ଉପଦେଷ୍ଟା ଭାବେ ଗଣନାଥ ତ୍ରିପାଠୀ, ଟୁନି ବାଗ, ପବିତ୍ର ମିଶ୍ର, ବେବି ଚୌଧୁରୀ, ବନମାଳୀ ସାହୁ, ଅଙ୍କିତା ସାହୁ, ସ୍ୱର୍ଣ୍ଣଲତା ପାତ୍ର, ଜୁଲିନ୍ଦିତା ମିଶ୍ର, ତଥା ମୁଖ୍ୟ ଉପଦେଷ୍ଟା ଭାବେ କ୍ଷିରୋଦ ସାହୁ, ଚିତ୍ତରଞ୍ଜନ ବେହେରା ଏବଂ କର୍ଯ୍ୟକାରୀ କମିଟି ସଭ୍ୟ ଭାବେ ଅନୁପ ସାହୁ, ରୋଶନ ରୟ, ପିଙ୍କୁ ସାହୁ, ସଞ୍ଜୟ ଦଣ୍ଡସେନା, ବିଶୁ ମହାରଣା, ଅଶୋକ ମହାରଣା,ବୀରେନ୍ଦ୍ର ଜେନା ପ୍ରମୁଖ ମନୋନୀତ ହୋଇଛନ୍ତି ।