Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିମସାରରେ ୨୨୦ କମ୍ବଳ ବଣ୍ଟନ

ସମ୍ବଲପୁର(ବୁର୍ଲା):ଶୀତର ପ୍ରକୋପ ବିଶେଷ ଭାବରେ ବଢିଯାଇଛି ତେଣୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ଭୀମସାର ବୁର୍ଲା କ୍ୟାନସର, ମାନସିକ,ଯକ୍ଷ୍ମା ଏବଂ ଛାତି ଓ ହୃଦବିଭାଗ ୱାର୍ଡର ପିଡିତ ରୋଗୀ ମାନଙ୍କୁ ଏବଂ ଏଏନସିଉୟୁ ୱାର୍ଡର ବାହାରେ ରହୁଥିବା ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ରାଇଡିଙ୍ଗ ମଙ୍କ କ୍ଲବ, ଫନ ଏଣ୍ଡ ପେର୍ଟାଲସ ଏବଂ ମାରୱାଡି ମହିଳା ସମିତି ଦ୍ୱାରା ସମ୍ବଲ ଅନୁଷ୍ଠାନର ସହଯୋଗ ରେ ୨୨୦ଟି କମ୍ବଳ ବଣ୍ଟନ କରାଯାଇଛି l ଏଥିରେ ଭୀମସାର ନିର୍ଦ୍ଦେଶକ ଡା.ବିମଲ କୁମାର ପଣ୍ଡା, ଅଧିକ୍ଷକ ଲାଲମୋହନ ନାୟକ, ଡାକ୍ତର ରାମଚନ୍ଦାନି ଉପସ୍ଥିତ ରହି କମ୍ବଳ ବାଣ୍ଟିବାରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ