Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହୀରାକୁଦର ବିଭିନ୍ନ ଅନୁଷ୍ଠାନରେ ଗଣତନ୍ତ୍ର ଦିବସ

ସମ୍ବଲପୁର (ହୀରାକୁଦ): ହୀରାକୁଦ ସହରର ବିଭିନ୍ନ ସ୍ତାନରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଦୁର୍ଗା ମନ୍ଦିର ଉପ୍ରା ବିଦ୍ୟାଳୟ,ମଦର ଟେରେସା ଟ୍ରାଷ୍ଟ ,ହୀରାକୁଦ ନଗରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଗଜାଗ୍ କ୍ଲବ ଠାରେ ଉତ୍ସାହର ସହିତ ଗଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଛି । ଏହି ସବୁ ଉତ୍ସବରେ ମାଜସେବୀ କାର୍ତ୍ତିକ କଲେତ, ମହେଶ୍ୱର ଷଣ୍ଢ,ସୁରେନ୍ଦ୍ର ସ୍ୱାଇଁ, ରାହୁଲ ସାହା,ଡା.ସ୍ନଗ୍ଧା ରାଉତ,ଡା.ମନିଷା ରାୟ,ବୈକୁଣ୍ଠ କାରୁଆ,ସୁଦେଷ୍ଣା ସାହୁ , ବିରେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତକା ଉତ୍ତୋଳନ କରିବା ପରେ ଗଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥୋଲେ ।