Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମା ଝଡ଼େଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୪ତମ ଜାତୀୟ ମତଦାତା ଦିବସ

ସମ୍ବଲପୁର(ଧମା):ଦିନ ମା ଝାଡ଼େଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ 14ତମ ଜାତୀୟ ମାତଦାତା ଦିବସ ପାଳିତ ହୋଇଯାଇଛି l
ଏ ଉପଲକ୍ଷେ ଏକ ସଭା ରେ ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତ ଶପଥ ପାଠ କରାଇ ଥିଲେ ଅଧ୍ୟାପକ ବ୍ୟସଦେବ ପଣ୍ଡା ଓ ବନୋଜ ସାହୁ ମତଦାନ ର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ l
ଅଧ୍ୟାପିକା ସ୍ମାରକୀ ମାହାର ଧନ୍ୟବାଦ ଦେଇଥିଲେ l
ଛାତ୍ର ଛାତ୍ରୀ ଙ୍କ ସମେତ ସୁଶ୍ରିତ ଷଡ଼ଙ୍ଗୀ, ଜୀବର୍ଧନ ସେଠ, ଚୈତନ୍ୟା ସେନାପତି ପ୍ରମୁଖ ସହଯୋଗ କରିଥିଲେ l