Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡ଼ିଆବାହାଲ ମେଗା ମାଇଣ୍ଡ ସ୍କୁଲର ବାର୍ଷକୋତ୍ସବ

ସମ୍ବଲପୁର(ପଡିଆବାହାଲ):ଯୁଯୁମୁରା ବ୍ଲକ ବାହାମ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଡ଼ିଆବାହାଲ ସ୍ଥିତ ମେଗା ମାଇଣ୍ଡ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୂଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ପ୍ରାଣବନ୍ଧୁ ନାଥ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ମାନସ ପୁରୋହିତ ଓ ତାଙ୍କ ସହିତ ସ୍କୁଲର ଚେୟାରମେନ ସୂର୍ଯ୍ୟକାନ୍ତ ବଢାଇ ଓ ଅଧ୍ୟକ୍ଷ ସୁନୀତା ସାହୁ ମଞ୍ଚାସିନ ଥିଲେ। ଅନୁଷ୍ଠିତ ସଭା ପରେ ପରେ ସ୍କୁଲର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ବିଦ୍ୟାଳୟର ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଜାନକୀ ମେହେର, କୁମାର ପ୍ରିନ୍ସ, ବେବି ବାରିକ, ଲିମାରାଣୀ ସାହୁ, ସନିମା ପଣ୍ଡା, ଲିନା ପଧାନ, ବୀଣା ପ୍ରଧାନ, ସୁମିତ ମିଶ୍ର, ରୀନା ସାହୁ, ମିତା ମେହେର, ରାଜଶ୍ରୀ ନାୟକ, ଆଲୋକ ପ୍ରଧାନ ସହଯୋଗ କରିଥଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ