Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡଙ୍ଗରପଡା ଉପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡାତ୍ସୋବ

ସମ୍ବଲପୁର(ଡଙ୍ଗରପଡା):ଯୁଯୋମୁରା ପଞ୍ଚାୟତ ସମିତି ଅନ୍ତର୍ଗତ ଡଙ୍ଗରପଡାର ଉପ୍ରା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡାତ୍ସୋବ ବୁଧବାର ପାଳିତ ହୋଇଯାଇଛି।ଏହାକୁ ଆନୁଷ୍ଠାନିକ ଭାବେ ଯୁଯୋମୁରା ପଞ୍ଚାୟତ ସମିତିର ଅତିରିକ୍ତ ଶିକ୍ଷା ଅଧିକାରୀ ସଞ୍ଜୁକ୍ତା ବେହେରା ଉଦଘାଟଣ କରିଥିବା ବେଳେ ଜୟରାମ ଖମାରୀ ମୁଖ୍ୟବକ୍ତା,ସମାଜସେବୀ ଦିଲ୍ଲିପ କୁମାର ପଣ୍ଡା,ସିଆରସିସି ଅରୁଣ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏଥିରେ ସିଦ୍ଧେଶ୍ୱର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ଭକ୍ତବନ୍ଧୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ