Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସର ହାତ ଧରିଲେ ଅଭିନେତା ମନୋଜ ମିଶ୍ର

ସମ୍ବଲପୁର:ବହୁ ଚର୍ଚିତ ଚଲଚ୍ଚିତ୍ର ଅଭିନେତା ମନୋଜ ମିଶ୍ର ଶେଷରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ହଠାତ୍ ଦଳରେ କାହିଁକି ଯୋଗଦେଲେ ତାର ଆଭିମୁଖ୍ଯ ସ୍ୱଷ୍ଟ ହୋଇନଥିଲେ ମଧ୍ୟ ପୁର୍ବରୁ ତାଙ୍କ ରାଜନୈତିକ ଋଚି ରହିଥିଲା । ତେବେ ଆସନ୍ତା ନିର୍ବାଚନରେ ସେ କେଉଁଠୁ ନିର୍ବାଚନ ଲଢିବେ ସେପରି କିଛି ଜଣାପଡିନଥିଲେ ମଧ୍ୟ ଲଢିବା କିନ୍ତୁ ପକ୍କା ବୋଲି ମନୋଜଙ୍କ ସମର୍ଥକ ମହଳରେ ଚର୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories