Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁର ଘୁଙ୍ଗୁର ମହୋତ୍ସବର ଉଦଯାପନ

ସମ୍ବଲପୁର:ରେଢ଼ାଖୋଲ କଦମ ପଡିଆ ଠାରେ ଆଜି ଅନୁଷ୍ଠିତ ୨୦ତମ “ସୁର ଘୁଙ୍ଗୁର ମହୋତ୍ସବ” ର ଉଦଯାପନୀ ସନ୍ଧ୍ୟାରେ ସମ୍ମାନୀତ ଅତିଥି ଭାବେ ଓଜେୟୁ ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର ଯୋଗଦାନ କରି ପଶ୍ଚିମ ଓଡିଶା ର ପ୍ରବେଶ ଦ୍ୱାର ରେଢ଼ାଖୋଲ ରେ ସନ୍ଥ କବି ଭୀମ ଭୋଇ ଙ୍କ ନାମରେ ଏକ ସଂଗ୍ରାହଳୟ ନିର୍ମାଣ କରାଯିବା ର ଆବଶ୍ୟକତା ଥିବା ଉପରେ ମତ ପୋଷଣ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ, ବୈଜ୍ଞାନିକ ଶେଷ ଦେବ କିସାନ, ପଞ୍ଚାୟତ ସମିତି ଅଧକ୍ଷ ପ୍ରଦୀପ ପ୍ରଧାନ, ଓୟୁଜେ ଜ଼ିଲ୍ଲା ସଭାପତି ପ୍ରଭାତ ବେହେରା, ମହୋତ୍ସବ ର ସଭାପତି ସୁଶାନ୍ତ କୁମାର ନାଗ, ଉପଦେଷ୍ଟା ରମାକାନ୍ତ ମହାନନ୍ଦ ପ୍ରମୁଖ ଅତିଥି ଗଣ ଉପସ୍ଥିତ ଥିଲେ I