Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଯୁବ ସାଥି ସାନୁ ଓରାମ ଅକାଳ ବିୟୋଗ

ସମ୍ବଲପୁର: ସମ୍ବଲପୁର ମହା ନଗର ନିଗମ ୱାର୍ଡ ନଂ.୨୯ ଗେଙ୍ଗୁଟିପାଲିର ଯୁବ ସାଥି ସାନୁ ଓରାମ (୪୫) ଙ୍କ ଆଜି ଅକାଳ ବିୟୋଗ ହୋଇ ଯାଇଛି I ସାନୁଙ୍କ ବିୟୋଗରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି I ଵିଜୁ ଯୁବ ଜନତା ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ସାନୁଙ୍କ ବିୟୋଗରେ ଶୋକ ପ୍ରକାଶ କରି ସାନୁଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ସ୍ଥାନୀୟ ରାଜଘାଟରେ ଆଜି ସାନୁ ଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି I