Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଟଡିହି ଅବକାରୀ ଥାନା ଦ୍ଵାରା ୧୯ ଲିଟର ଦେଶୀ ମଦ ସହ ଦୁଇ ଅଟକ।

ହାଟଡିହି ଆଜି ହାଟଡିହି ଅବକାରୀ ଥାନା ଅଧୀନ ରେ ସଢା ଗାଁ ରୁ ଓ ଅସିଆ ଗ୍ରାମରୁ ଜଣେ  ବେୟାଇନି ଦେଶୀ ମଦ ପ୍ରସ୍ତୁତ କାରୀ ଙ୍କୁ ଅଟକ ରଖିଛନ୍ତି। ଏହା ସହ ସେମାନଙ୍କୁ ନିକଟରୁ ୧୯ଲିଟର ଦେଶୀ ମହୁଲି ମଧ୍ୟ ଜବତ କରିଛନ୍ତି। ଏହି ଦୁଇ ଜଣ ଙ୍କୁ ଗିରଫ ବେଳେ ଅବକାରୀ ଥାନା ଅଧିକାରୀଣି ସ୍ମିତା ବେହେରା, ସୁଶାନ୍ତ ରାଉତ, ନିବେଦିତା ମାଝୀ, ସୁରେଶ ବେହେରା ପ୍ରମୁଖ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ