Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରୀ ରେ ବୁଡି ମହିଳା ମୃତ।

ହାଟଡିହି ବ୍ଲକ ସଢା ପଞ୍ଚାୟତ ରେ ବୁଧ ବାର ଦିନ ସକାଳୁ  ଘଟି ଯାଇଛି ଏକ ଅଭାବ ନୀୟ ଘଟଣା। ଯାହାକି ସୂଚନା ଅନୁଯାୟୀ ନଟି ଗାଡିଆ ଗ୍ରାମ ର ସନାତନ ନାୟକ ଙ୍କ ପତ୍ନୀ କମଳା ନାୟକ (୫୫)ପୋଖରୀ କୁ  ସକାଳୁ ଶୌଚ ହେବାକୁ ଯାଇ ପାଖରେ ଥିବା ପୋଖରୀ ରେ ଗୋଡ ଖସି ଯିବାରୁ  ପଡ଼ି ଯାଇଥିଲେ। ଯାହା ଫଳରେ ପୋଖରୀ କୂଳ ରେ  ଗୋଡ ଖସି ଯାଇଥିବାରୁ  ଆଉ ଉଠି ନପାରି ସେଠାରେ ପ୍ରାଣ ତ୍ୟାଗ କରିଥିଲେ। ସକାଳୁ ପରିବାର ଲୋକେ ଚାରି ଆଡେ଼ ଖୋଜା ଖୋଜି କରି ନପାଇ ପୋଖରୀ କୁ ଗାଧୋଇ ଆସିବା ସମୟ ରେ ମୃତ ଦେହ ଦେଖି ଥିଲେ। ଉକ୍ତ ମହିଳା ଙ୍କ ମୃତ କୁ ହାଟଡିହି ଅଗ୍ନିଶମ ବିଭାଗ ଉଦ୍ଧାର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ