Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ପରେ କଂଗ୍ରେସର ପ୍ରାର୍ଥୀ ତାଲିକା,ଆଗକୁ ବିଜେଡିର ଘୋଷଣା

ଭୁବନେଶ୍ବର:ବିଜେପି ପରେ ଆଜି ଜାତୀୟ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୮ ଲୋକସଭା ଓ ୪୫ ଜଣ ବିଧାନସଭା ପ୍ରାର୍ଥୀଙ୍କ ପ୍ରଥମ ପର୍ଯ୍ୟାୟରେ ନାମ ଘୋଣା କରି କଂଗ୍ରେସ ନିଜର ଉପସ୍ଥିତି ଜାହିର କରିଛ। ତେବେ ଅତିଶିଘ୍ର ବିଜେଡି ମଧ୍ୟ ତାର ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି।
ଜାତୀୟ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଲ ଜାରି କରିଥିବା ୧୭ ଲୋକ ସଭା ଆସନରୁ ଓଡିଶାର ୮,ଆନ୍ଦ୍ରପ୍ରଦେଶର ୫,ବିହାରରୁ ୩ ଓ ୱେଷ୍ଟ ବେଙ୍ଗରୁ ଜଣେ ରହିଛନ୍ତି।ଓଡିଶରୁ ପ୍ରଥମ ତାଲିକାରେ ବରଗଡରୁ ସଞ୍ଜୟ ଭୋଇ,ସୁନ୍ଦରଗଡ-ଜନାର୍ଦ୍ଦନ ଦେହୁରି ,ବଲାଙ୍ଗୀର -ମନୋଜ ମିଶ୍ର,କଳାହାଣ୍ଡି-ଦୌପଦୀ ମାଝୀ, ନବରଙ୍ଗପୁର-ଭୂଜବଳ ମାଝୀ, କନ୍ଧମାଳ-ଅମୀର ଚନ୍ଦ୍ର ନାଏକ, ବ୍ରହ୍ମପୁର -ରସ୍ମିରଞ୍ଜନ ପଟ୍ଟନାୟକ ଓ କୋରାପୁଟରୁ ସପ୍ତଗିରି ଶଙ୍କର ଉଲାକାଙ୍କ ନାମ ସ୍ଥାନ ପାଇଛି।
ସେହିପରି ୧୪୭ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ୪୯ ସିଟ ମଧ୍ୟରୁ ଜେଏମଏମ ଓ ସିପିଆଇକୁ ଗୋଟିଏ ଲେଖାଏ ସିଟ୍ ଛାଡି ଦେଇ ୪୭ ସିଟର ନାମ ଘୋଷଣା କରିଛି। ସେମାନଙ୍କ ଭିତରୁ କିଏ କେଉଁଠି ନିର୍ବାଚନ ଲଢ଼ିବେ ଦେଖନ୍ତୁ..।
୧.ପଦ୍ମପୁର-ଟଙ୍କଧର ସାହୁ
୨.ବିଜେପୁର- କିଶୋର ଦଫଦାର
୩.ବରଗଡ-ନିପନ କୁମାର ଦାଶ
୪.ଭଟଲି- ବ୍ରହ୍ମା ମହାକୁଡ
୫.ବ୍ରଜରାଜ ନଗର-କିଶୋର ଚନ୍ଦ୍ର ପଟେଲ
୬.ତଲସରା-ପ୍ରବୋଧ ତିର୍କୀ
୭.ସୁନ୍ଦରଗଡ- ସୁଧାରାଣୀ ରାଉତିଆ
୮.ବିରମିତ୍ରପୁର- ଜେଏମଏମ
୯.ରଘୁନାଥପାଲି-ଗୋପାଲ ଦାଶ
୧୦.ରାଉରକେଲା-ବୀରେନ୍ଦ୍ର ନାଥ ପଟ୍ଟନାୟକ
୧୧.ରାଜଗାଙ୍ଗପୁର- ସିଏସ ରାଜ୍ଜେନ ଏକ୍କା
୧୨.ବଣାଇ- ସିପିଆଇ(ଏମ)
୧୩.ଲୋଇସିଙ୍ଗା-ଓମ ପ୍ରକାଶ କୁମ୍ଭାର
୧୪.ପାଟଣାଗଡ-ଅନୀଲ ମେହେର
୧୫.ବଲାଙ୍ଗିର-ସମରେନ୍ଦ୍ର ମିଶ୍ର
୧୬.କଣ୍ଟାବାଞ୍ଜି-ାସନ୍ତୋଷ ସିଂ ସାଲୁଜା
୧୭.ନୂଆଁପଡା- ଶରତ ପଟ୍ଟନାୟକ
୧୮.ଉମରକୋଟ-ସନରାଜ ଗଣ୍ଡ
୧୯.ଝରିଗାଁ-ହାରାବତୀ ଗଣ୍ଡ
୨୦.ନବରଙ୍ଗପୁର-ଦିଲ୍ଲିପ ପ୍ରଧାନି
୨୧.ଡାବୁଗାଁ- ଡା ଲିପିକା ମାଝୀ
୨୨.ଲାଞ୍ଜିଗଡ-ବଳଭଦ୍ର ମାଝୀ
୨୩.ଜୁନାଗଡ-ତୁଲେଶ୍ୱର ନାଏକ
୨୪.ଧର୍ମଗଡ-ରଶ୍ମୀରେଖା ରାଉତ
୨୫.ଭବାନୀପାଟଣା-ସାଗର ଚରଣ ଦାଶ
୨୬.ନର୍ଲା-ଭକ୍ତ ଚରଣ ଦାଶ
୨୭.ବାଲିଗୁଡା- ସୁରଦା ପ୍ରଧାନ
୨୮.ଜି.ଉଦୟଗିରି-ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ
୨୯.ଫୁଲବାଣୀ-ପ୍ରତିଭା କୁଅଁର
୩୦.କଣ୍ଟାମାଲ-ମନୋଜ ଆଚାର୍ଯ୍ୟ
୩୧.ବୌଦ-ନବ କିଶୋର ମିଶ୍ର
୩୨.ଭଞ୍ଜନଗର-ପ୍ରଶାନ୍ତ କୁମାର ବିଶୋଇ
୩୩.ପୋଲସରା-ଅଗସ୍ତୀ ବରଦା
୩୪.କବିସୂର୍ଯ୍ୟନଗର-ଚିରଞ୍ଜିବି ବିଶୋଇ
୩୫.ସୋରଡା-ହରିକୃଷ୍ଣ ରଥ
୩୬.ସାନଖେମୁଣ୍ଡି-ରମେଶ ଚନ୍ଦ୍ର ଜେନା
୩୭.ଚିକିଟି-ରବିନ୍ଦ୍ର ନାଥ ଦ୍ୟାନସାମନ୍ତରାୟ
୩୮.ମୋହନା- ଦାଶରଥି ଗମାଙ୍ଗୋ
୩୯.ପାରଲାଖେମୁଣ୍ଡି- ବିଜୟ ପଟ୍ଟନାୟକ
୪୦.ଗୁଣୁପୁର- ସତ୍ୟଜିତ ଗମାଙ୍ଗୋ
୪୧.ବିଷମକଟକ- ନୀଳମାଧବ ହିକ୍କା
୪୨.ରାୟଗଡା- କାଡ୍ରାକା ଆଲ୍ଲାପାସ୍ୱାମୀ
୪୩.ଲକ୍ଷ୍ମୀପୁର-ପବିତ୍ର ସାଉନ୍ତ
୪୪.କୋଟପାଡ-ଅନାମ ଦିଆନ
୪୫.ଜୟପୁର- ତାରାପ୍ରସାଦ ବାହୀନିପତି
୪୬.କୋରାପୁଟ-କୃଷ୍ଣଚନ୍ଦ୍ର କୁଲଦୀପ୍
୪୭.ପଟ୍ଟାଙ୍ଗୀ-ରାମଚନ୍ଦ୍ର କଦମ୍
୪୮.ମାଲକାନଗିରି-ମାଲା ମାଢ଼ି
୪୯.ଚିତ୍ରକୋଣ୍ଡା-ମଙ୍ଗୁ ଖିଲ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ