Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ପୁଲିସ ର ଫ୍ଳାଗ୍ ମାର୍ଚ୍ଚ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ପୁଲିସ ର ଫ୍ଳାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି I 20 ତାରିଖ ରେ ହେବାକୁଥିବା ସାଧରଣ ନିର୍ବାଚନ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଅବାଧ ମତଦାନକୁ ଦୃଷ୍ଟି ରେ ରଖି ବୀରମହାରାଜପୁର ପୁଲିସ ଏହି ଫ୍ଳାଗ୍ ମର୍ଚ୍ଚ କରିଛି I 4 ପ୍ଲାଟୁନ୍ ପୋଲିସ ଫୋର୍ସ ସହ ସ୍ଥାନୀୟ ପୁଲିସ ଉକ୍ତ ଫ୍ଳାଗ୍ ମାର୍ଚ୍ଚ ରେ ସାମିଲ ଥିଲେ I ବୀରମହାରାଜପୁର ଆଦର୍ଶ ଥାନା ପରିସର ରୁ ଥାନା ଅଧିକାରୀ ଶୋଭାକର ସେଠ ଙ୍କ ତତ୍ତ୍ଵାବଧାନରେ ବାହାରି ତ୍ରିବେଣୀ ଛକ , ମୁଖ୍ୟ ଛକ , ଟାଙ୍ଗର ସାହି ହନୁମାନ ଛକ ଦେଇ ଉଫୁଳା , ଝାରକୁମୁଡ଼ା , ଚମ୍ପାପୁର୍ ଆଦି ପରିକ୍ରମା କରିଥିଲା l