Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ନିର୍ବାଚିତ ବିଧାୟକ ଙ୍କୁ ଭେଟି ଶୁଭେଛା ଜଣାଇଲେ ଡ୍ରାଇଭର ମହାସଂଘ।

ହାଟଡିହି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ନୂଆ ବିଧାୟକ  ଅଭିମନ୍ୟୁ ସେଠୀ ଙ୍କୁ ଆଜି ହାଟଡିହି ବ୍ଲକ ର  ଡ୍ରାଇଭର ମହାସଂଘର ଯୁବକ ମାନେ ଭେଟି ଶୁଭେଛା ଜଣାଇଥିଲେ। ଯେପରି ଆଗାମୀ ଦିନରେ ନୂଆ କରି ତିଆରି ହେଉଥିବା ରାଜ୍ୟ ସରକାର ଙ୍କ ପାଖରେ ବିଜୁ ଜନତା ଦଳର ସରକାର ବିରୋଧୀଦଳ ଭାବରେ ଡ୍ରାଇଭର ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବ ସେ ବିଷୟ ସେ ତାଙ୍କର ମନ୍ତବ୍ୟ ରଖିବେ ବୋଲି ଯାହା ଅନୁରୋଧ କରିଛନ୍ତି। । ଯାହାକୁ ବିଧାୟକ ଅଭିମନ୍ୟୁ ସେଠୀ ଦୃଢୋକ୍ତି ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ