Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଦିପଡା ସୁନାବେଶରେ ଭଜନ ସନ୍ଧ୍ୟା

ସମ୍ବଲପୁର:ସ୍ଥାନୀୟ ମୁଦିପଡା ଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ ଅବସରରେ ଆଜି ସନ୍ଧ୍ୟାରେ ସ୍ବର୍ଗତ ବୀରେନ୍ଦ୍ର କର୍ଣ୍ଣଙ୍କ ସ୍ମୃତିରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସୁରସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ଏହି ଭଜନ ସମାରୋହ ରେ ସମ୍ବଲପୁର ର ବହୁ ଲବ୍ଧ ପ୍ରତିଷ୍ଠିତ କଳାକାର ଯୋଗ ଦେଇ ସୁମଧୁର ସଙ୍ଗୀତ ପରିବେଷଣ ପରିବେଷଣ କରିଥିଲେ । ପ୍ରାରମ୍ଭ ରେ ରବିନ୍ଦ୍ର କର୍ଣ୍ଣ ଓ ସମାଜସେବୀ ସୁଧୀର ରଞ୍ଜନ ବହିଦାର ସ୍ବର୍ଗତ ବୀରେନ୍ଦ୍ର କର୍ଣ୍ଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ