Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀକାନ୍ତ ଉଦ୍ୟାନରେ ବୃକ୍ଷରୋପଣ

ସମ୍ବଲପୁର:ବୃକ୍ଷ ହିଁ ଜୀବନ।ଏହି ଜୀବନର ସୁରକ୍ଷା ଓ ତାର ବଂଶ ବୃଦ୍ଧି ହିଁ ବର୍ତ୍ତମାନ ପାଇଁ ଏକ ଅହ୍ୱାନ ହୋଇଥିବା ବେଳେ ଆଜି ଯୁଯୋମୁରା ବ୍ଲକ୍ ଗଡଗଡବାହାକ ଶ୍ରୀକାନ୍ତ ଉଦ୍ୟାନରେ ହୋଇଛି ବୃକ୍ଷରୋପଣ ।
ଗୁରୁ ପୂର୍ଣ୍ଣମା ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ସୁରେଶ ପ୍ରଧାନଙ୍କ ନେତୃତ୍ୱରେ ଶ୍ରୀକାନ୍ତ ଉଦ୍ୟାନରେ ବିଭିନ୍ନ ଫଳ ବୃକ୍ଷ ରୋପଣ କରାଯାଇ ଉଦ୍ୟାନର ଶ୍ରୀ ବୃଦ୍ଧି ପାଇଁ ମିଳିତ ଉଦ୍ୟମରେ ପ୍ରୟାସ କରାଯାଇଛି।ଏଥିରେ ଗ୍ରାମବାସୀ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ