Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ୟ ସାଇ ଭଜନ ମଣ୍ଡଳୀ ପକ୍ଷରୁ ବୃକ୍ଷରୋପଣ :ମାଁ ପାଇଁ ଗଛଟିଏ

ସମ୍ବଲପୁର:ରବିବାର ଦିନ ବରଗଡ଼ ଉପକଣ୍ଠ ସରସରା ପଞ୍ଚାୟତ ଅନ୍ତର୍ଗତ ଝାଡେଶ୍ବର ଶିବ ମନ୍ଦିର ପରିସରରେ ଥିବା ପୋଖରୀ ହୀଡରେ ସତ୍ୟ ସାଇ ଭଜନ ମଣ୍ଡଳୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରକୃତି ବନ୍ଧୁ ସୁଶାନ୍ତ ପଣ୍ଡା ଙ୍କ ନେତୃତ୍ବରେ ମାଁ ପାଇଁ ଗଛଟିଏ ପରିପ୍ରେକ୍ଷୀରେ ଶିଶୀର କୁମାର ପଣ୍ଡା,ଖମାରି ପ୍ରଧାନ, ବାଳ ବିକାଶ ର ଛାତ୍ର ଛାତ୍ରୀ ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଶ୍ରମଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କମିଟି ସଭାପତି ଅମୀୟ ଭୋଇ, ବିରେନ୍ଦ୍ର କୁମ୍ଭାର, ବ୍ରଜ କୃଷ୍ଣ ମିଶ୍ର, ଅଶୋକ ଭୋଇ ତଥା ତୁଳସୀ ଚରଣ ଦାଶ ଓ କମଳା ଦାଶ ଆଦି ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ