Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀଙ୍କମନ୍‌ କି ବାତରେ ସମ୍ବଲପୁରୀ ଶାଢ଼ୀ

ସମ୍ବଲପୁର :ସମ୍ବଲପୁରୀ ଶାଢ଼ୀ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଆଜି ତାଙ୍କ ମନକି ବାତ୍ ରେ ସମ୍ବଲପୁରୀ ଶାଢ଼ୀର ସେ ପ୍ରଶଂସା କରିଛନ୍ତି।‘ହସ୍ତକାରିଗରିର ଏକ ସ୍ବତନ୍ତ୍ର ସ୍ଥାନ ନେଇଛି ସମ୍ବଲପୁରୀ ଶାଢୀ’ ବୋଲି ମନକି ବାତ୍ ରେ କହିଛନ୍ତି ମୋଦୀ।
ଦେଶରେ ହସ୍ତକାରିଗରି ଶାଢ଼ିର ଚାହିଦା ବଢୁଛି।ଲୋକଙ୍କ ମଧ୍ୟରେ ହସ୍ତକାରିଗରି ଏକ ସ୍ବତନ୍ତ୍ର ସ୍ଥାନ ବନାଇଛି ବୋଲି ସେ କହିଛନ୍ତି।ଏପରିକି ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳିବ ବୋଲି ମୋଦୀ ଏହି ମନକି ବାତ୍ ରେ କହିଛନ୍ତି।