Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାୟନୀ ଶ୍ରୀୟାଂଶୀଙ୍କୁ ଅନ୍ତରର୍ଜାତୀୟ ଶ୍ରାବଣୀଶ୍ରୀ ସମ୍ମାନ ପ୍ରଦାନ

ସମ୍ବଲପୁର:କଟକ କଳା ମଣ୍ଡପ ଠାରେ ଅନ୍ତରର୍ଜାତୀୟ ନୃତ୍ୟ ଓ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରାବଣ ଉତ୍ସବ ରେ ଏକକ ଓଡିଶୀ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାୟନୀ ଶ୍ରୀୟାଂଶୀଙ୍କୁ ଶ୍ରାବଣୀଶ୍ରୀ ମମ୍ମାନରେ ସମ୍ମାନିତ ହୋଇଛନ୍ତି। ଚିତ୍ତାକର୍ଷକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରି ଏହି ସମ୍ମାନ ଲାଭ କରିଛନ୍ତି ଦେବଗଡ ଚିନ୍ମୟ ବିଦ୍ୟାଳୟର ଦ୍ବିତୀୟି ଶ୍ରେଣୀର କୁନୀ ଝିଅ ସାୟନୀ ଶ୍ରୀୟାଂଶୀ। ସାୟନୀ ଙ୍କ ବାପା ଉଜ୍ଜ୍ବଳ କୁମାର ସାହୁ LIC ହାଉସିଙ୍ଗ ସହକାରି ପରିଚାଳକ ଭାବରେ କାଯ୍ୟ କରୁଥିବା ବେଳେ ମାଁ ପ୍ରିୟଙ୍କା ପାରୁଲ୍ ମିଶ୍ର ରାଜ୍ୟ ମୃତ୍ତିକା ସଂରକ୍ଷଣ ବିଭାଗରେ କଯ୍ୟକରୁଛନ୍ତି।ଦ୍ବିତୀୟ ଶ୍ରେଣୀର ଝିଅ ସାୟନୀ ଏବେ ଗୁରୁ ଗାୟତ୍ରୀ ସାହୁ ଓ ଗୁରୁ ଘନଶ୍ୟାମ ବେହେରା ଙ୍କ ଅଧୀନରେ ଓଡିଶୀ ନୂତ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ