Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହିଦାର ଙ୍କ ସାହିତ୍ୟରେ ଆଧ୍ୟାତ୍ମିକ ଚିନ୍ତନ ଆଲୋଚନା

ସମ୍ବଲପୁର/ସୁନ୍ଦରଗଡ:ସିଦ୍ଧେଶ୍ବରୀ ଧର୍ମ ସଂସଦ, ସୁନ୍ଦରଗଡ ଶାଖା ପକ୍ଷରୁ ଆଜି ସନ୍ଧ୍ୟାରେ ସତ୍ୟନାରାୟଣ ବହିଦାରଙ୍କ ସାହିତ୍ୟରେ ଆଧ୍ୟାତ୍ମିକ ଚିନ୍ତନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଖ୍ୟାତ କବି ଦୁର୍ଗା ମାଧବ ପଣ୍ଡା ଅଧ୍ୟକ୍ଷତାରେ କରିଥିଲେ ।
ସଂସଦର ସଭାପତି ଏଡଭୋକେଟ ପ୍ରତିମା ମିଶ୍ର, ସମ୍ପାଦିକା ଜ୍ୟୋତ୍ସ୍ନା ଦାଶ, ପଞ୍ଚାନନ ମିଶ୍ର ଏବଂ ଧର୍ମ ସଂସଦର ସମ୍ବଲପୁର କେନ୍ଦ୍ରର ଗୋପୀନାଥ ଷଡ଼ଙ୍ଗୀ ଯୋଗଦେଇ ଆଲୋଚନା କରିଥିଲେ। ସଂସଦର ପୂର୍ବତନ ସଭାପତି ଅନ୍ତର୍ଯ୍ୟାମୀ ତ୍ରିପାଠୀଙ୍କ ବିୟୋଗରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ନୀରବ ପ୍ରାର୍ଥନା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ