Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ମୃତିରାଣୀ ପାଇଲେ ତୃପ୍ତିରାଣୀ ଟ୍ରଫି

ସମ୍ବଲପୁର:ଯୁଯୋମୁର ବ୍ଲକ ଡ଼ଙ୍ଗରପଡା ର କୁମାରୀ ସ୍ମୃତିରାନୀ ସାହୁ ଆଞ୍ଚଳିକ ହାଇସ୍କୁଲ ଡଙ୍ଗରପଡା ର ମେଧାବୀ ଛାତ୍ରୀ ଙ୍କ ଗତ ମାଟ୍ରିକ ପରୀକ୍ଷା ରେ ପ୍ରଥମ ଶ୍ରେଣୀ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ 78ତମ ସ୍ୱାଧୀନତା ଦିବସ ରେ ସ୍ବର୍ଗତ ତୃପ୍ତିରାଣି ପଣ୍ଡା ଟ୍ରଫି ସହ ମାନପତ୍ର ଆଉ ବହୁ ପୁରସ୍କାର ପ୍ରଦାନ କରି ଶ୍ରୀ ଜୟରାମ ଖମାରୀ ପ୍ରଧାନ ଶିକ୍ଷକ ସ୍ଵାଧୀନତା ଦିବସ ରେ ସମ୍ମାନିତ କରିଛନ୍ତିl
ସାମାଜିକ କର୍ମୀ ଦିଲ୍ଲୀପ କୁମାର ପଣ୍ଡା ନିଜ ସ୍ତ୍ରୀ ଙ୍କ ସ୍ମୃତି ରକ୍ଷା ପାଇଁ ପ୍ରତି ବର୍ଷ ଏହା ପ୍ରଦାନ କରି ଆସୁଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ