Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁରରେ ଆପର କର୍ମୀ ସମ୍ମିଳନୀ

ସମ୍ବଲପୁର:ଜିଲ୍ଲା ସଭାପତି ଲାଲମନି ଲୁଗୁନ୍ ଙ୍କ ନେତୃତ୍ୱରେ ଓଡିଶା ସାଂସ୍କ୍ରୁତିକ୍ ସମାଜ ଠାରେ ଆପର ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ସଭାପତି ନିସିକାନ୍ତ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ଯ ସମ୍ପାଦକ ଭରତ କୁମାର ଦାସ ଯୋଗ ଦେଇଥିଲେ ।ଆଗାମୀ ଦିନରେ ସମ୍ବଳପୁର ଜିଲ୍ଲା ରେ ବିଭିନ୍ନ ବିଧାନସଭା ତଥା ବ୍ଲକ ସ୍ତରରେ ସଂଗଠନ କୁ ମଜବୁତ୍ କରିବା ପାଇଁ ମାର୍ଗ ଦର୍ଶନ ଦେଲେ ।ଏହି ସଭା କୁ ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ମହାରଣା ପରିଚାଳନା କରିଥିଲେ ।ଉକ୍ତ ସଭାରେ ଜିଲ୍ଲାର ୪ ଟି ବିଧାନସଭା ରୁ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ସଚିଦାନନ୍ଦନ ପଟେଲ , ବରଗଡ଼ ଜିଲା ସଭାପତି ଭବାନୀ ସାହୁ, ମେହ ଫୁଜ୍ ଆଲମ୍ ,ଆଲ୍ଲାଦିନ୍ ସିଦିକି ,ବୀରେନ୍ଦ୍ର ପାଣିଗ୍ରାହୀ ,ମମତା ପାତ୍ର, କୁଞ୍ଜ ରହିଦ।ସ୍ ,ସୀତାକାନ୍ତ ରହିଦ।ସ୍ ,ଅଜୟ ସାହୁ ,ବୀରକିଶୋର ଭୋଇସ।ଗର୍ ,ସୁମନ୍ତ ବେହେରା ,ଲିଙ୍କାନ୍ କିନ ଡୋ, ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।