Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମକୀ ଏବଂ ଏସବିଆଇ ଫାଉଣ୍ଡେସନ ର ମିଳିତ ସହଯୋଗ ରେ ଅପହଞ୍ଚ ଅଞ୍ଚଳ ରେ ସ୍ଵାସ୍ଥ୍ୟ ସେବା। ସହଯୋଗ ରେ

କଳାହାଣ୍ଡି:୦୫/୦୯
ରାମକୀ ଏବଂ ଏସବିଆଇ ଫାଉଣ୍ଡେସନ ର ମିଳିତ ସହଯୋଗ ରେ କଳାହାଣ୍ଡି ଜିଲ୍ଲାର ୪ ଟି ବ୍ଲକ ଲାଞ୍ଜିଗଡ଼ ଥୁଆମୂଳ ରାମପୁର ଜୁନାଗଡ଼ ଏବଂ ଭବାନୀପାଟଣା ୨୦ ଟି ଗ୍ରାମରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯୋଗାଇବା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଏହି ସେବା ସମ୍ପୂର୍ଣ୍ଣ ନିଶୁଳ୍କ ରହିବା ସହ ସମସ୍ତ ପ୍ରକାରର ପ୍ରଥମିକ ପରୀକ୍ଷା ଭେନ ରେ ହେଇ ନିୟୋଜିତ ଚିକିତ୍ସକ ଦ୍ୱାରା ଚିକିତ୍ସିତ ହେବାର ବ୍ୟବସ୍ଥା ଅଛି ଚିକିତ୍ସକ ଙ୍କ ସହ କମ୍ପାଉଣ୍ଡର ନର୍ସ ଆଉ ଲାଵ ବିଶେଷଜ୍ଞ ମଧ୍ୟ ଏହି ସେବା ରେ ନିୟୋଜିତ ଅଛନ୍ତି ।ଏହି ସେବା ଆଜି ଭବାନୀପାଟଣା ବ୍ଲକ ର କୁଳିଆମାଲ ଗ୍ରାମରୁ ଆରମ୍ଭ ହେଲା।ଏହି ଆମ୍ବୁଲାନ୍ସ ସେବା ପାଇଁ ୯୦୬୩୫୫୫୪୭୧ ରେ ଯୋଗାଯୋଗ କରିବା ବ୍ୟବସ୍ଥା ଅଛି। ଏହି କାର୍ଯ୍ୟକ୍ରମ ଚିକିତ୍ସକ ଡକ୍ଟର ଏସ ରାଉତ ଫାଉଣ୍ଡେସନ ର ଅଂଚଳ ମୁଖ୍ୟ ର ଶ୍ରୀକାନ୍ତ ଏବଂ ସଂସ୍ଥା ର ଅନ୍ୟ କର୍ମକର୍ତ୍ତା ମନେ ଉପସ୍ଥିତ ଥିଲେ।