Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରବରିଆ ରାସ୍ତା କାମ,କାଦୁଅ ରାସ୍ତା ରେ ଚାଲିଛି ରାସ୍ତା।

ହାଟଡିହି ଏପରି ଘଟଣା ଦେଖିବାକୁ ମିଳିଛି ଗ୍ରାମ୍ୟ  ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ସରଳା ପଶି ଗଡଚଣ୍ଡି  ରାସ୍ତା। ଯାହାକି କିଛି ଦିନ ପୂର୍ବରୁ ଲୋକ ଙ୍କ ଜମି ରେ କଂକ୍ରିଟ ପ୍ଲେଟ ପକାଇ ଚାଷ ଜମି କ୍ଷତି କରିଥିବା ବେଳେ ଏବେ ପୁଣି ନିମ୍ନ ମାନର କଂକ୍ରିଟ ସହ ଅଧିକ ବାଲି ମିଶ୍ରଣ କରି ତରବରିଆ ଭାବରେ ତିଆରି ଚାଲିଛି ରାସ୍ତା କାମ। ଯାହାକୁ ନେଇ କିଛି ଦିନ ପୂର୍ବରୁ ଗ୍ରାମ ବାସୀ ମାନେ ଉତ୍ତେକ୍ତ ହୋଇ ଥିଲେ। ବର୍ଷା ଦିନ ଥିବାରୁ ତଳ ବେସ ରେ ଠିକ୍ ନଥବା କାରଣରୁ ରାସ୍ତାର ଉପର ସ୍ତର ଠିକ୍ ରହୁ ନାହିଁ। କିନ୍ତୁ ଏଭଳି  ରାସ୍ତା ତିଆରି କଲେ ତାହା ର ସ୍ଥାୟୀତ୍ବ କିପରି ରହିବ ତାହାକୁ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।  ଯାହା କୁ ନେଇ ବିଭାଗୀୟ ଅଧିକାରୀ ଙ୍କପ୍ରତି କ୍ରିୟା ମିଳିପାରି ନାହିଁ। ଏହି କାମ ପାଇଥିବା ସଂପୃକ୍ତ ଠିକାଦାର କାମ ଟିକୁ ବିକ୍ରି କରିଥିବା ସୂଚନା ମିଳୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ