Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୯୭ ତୁମ କୁଚିଣ୍ଡା ଜୟଦୁର୍ଗା ଫୁଟବଲ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ, ଅକ୍ଟୋବର ‌୮ ରେ‌ ଆରମ୍ଭ ୧୧ ରେ‌ ଫାଇନାଲ

ସମ୍ବଲପୁର/କୁଚିଣ୍ଡା:୯୭ତମ‌ କୁଚିଣ୍ଡା ସାର୍ବଜନୀନ ଦୁର୍ଗାପୂଜା ଦଶହରା ପର୍ବ ପାଇଁ ଫୁଟବଲ ପ୍ରତିଯୋଗିତାର ଚୂଡାନ୍ତ ପ୍ରସ୍ତୁତି ହୋଇଛି ।ଏହି ଅବସରରେ ପ୍ରତିବର୍ଷ ହୋଇ ଆସୁଥିବା ଫୂଟବଲ ‌ପ୍ରତିଯୋଗିତା ପାଇଁ ‌ପୂଜା‌ କମିଟି ପକ୍ଷରୁ ‌ଅକ୍ଟୋବର‌ ୮ ତାରିଖ ରେ‌ ଆରମ୍ଭ ହୋଇ ‌ଅକ୍ଟୋବର ୧୧ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ। ଚଲିତ ବର୍ଷ ୧୬ ଗୋଟି ଫୁଟବଲ ଦଳ କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସୂଚନା ଦେଇଛି।