Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ବାର ଆସୋସିଏସନ ରେ ମଧୁ ବାବୁଙ୍କ ଜୟନ୍ତୀ ପାଳିତ

ସମ୍ବଲପୁର: ବାର ଆସୋସିଏସନ ଅନୁକଲ୍ୟ ରେ ମଧୁ ବାବୁ ଜୟନ୍ତୀ ଆଜି ପାଳିତ ହୋଇ ଯାଇଛି। ଏହି ଅବସରରେ ରେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ  ବାର ସଭ୍ୟ ମାନେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ପୂର୍ବତନ ବାର ମେମ୍ବର ତଥା ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ପୁଷ୍ପ ମାଲ୍ୟ ଅର୍ପଣ କାରାଯାଇ ଥିଲା। ସୂଚନା ଯୋଗ୍ୟ ଯେ ରାଜ୍ୟ ବାର କାଉନସିଲର ଭୋଟ ଗତ ପନ୍ଦର ତାରିଖ ଥିଲା କିନ୍ତୁ ସମ୍ବଲପୁରରେ କର୍ଫ୍ୟୁ ଯୋଗୁ ଏହା ଘୁଞ୍ଚା ଯାଇଛି। ଏଥିପାଇଁ ବାର ଆସୋସିଏସନ ରେ ନିର୍ବାଚନର ମାହୋଲ ଗରମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ