Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ବେଚ୍ଛାସେବୀ ଅନୁଷ୍ଠାନ “ଉଡାଓ” ପକ୍ଷରୁ କମ୍ବଳ ବଣ୍ଟନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ର ସ୍ବେଚ୍ଛାସେବୀ ଅନୁଷ୍ଠାନ “ଉଡାଓ” ପକ୍ଷରୁ ଦିନକୁ ଦିନ ବୃଦ୍ଧି ପାଉଥିବା ଥଣ୍ଡାକୁ ଦୃଷ୍ଟିରେ ରଖି ଗତକାଲି ନିରାଶ୍ରୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ପ୍ରଥମେ ସୁବର୍ଣ୍ଣମେରୁ ନିକଟସ୍ଥ କୁଷ୍ଠାଷ୍ରମର ଅନ୍ତେବାସୀ ଓ ପରେ ବୁଢ଼ାରଜା ସଙ୍ଗଠନ ଠାରେ ଥିବା ନିରଶ୍ରୟମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ସଂଗଠନର ମୁଖ୍ୟ ଅରବିନ୍ଦ ବାରିକଙ୍କ ନିଜେ ଦୁସ୍ଥ ତଥା ନିରାଶ୍ରୟ ଙ୍କ ପାଖରେ ପହଞ୍ଚିବା ସହ ସଂଗଠନ ର ସଦସ୍ୟ ହିମାଂଶୁ ଗଡ଼ତିଆ, ବଣ୍ଟୁ ଅଗ୍ରୱାଲ, ସନ୍ତୋଷ କୁମାର ମିଶ୍ର, ଜିତେନ୍ଦ୍ର ଜେନା, ଶିବ ପାଟଯୋଶୀ, , ନୀରୁପମା ବରଜି ପ୍ରମୁଖ ଏଥିରେ ସାମିଲ ଥିଲେ ।