Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘ ର ବାର୍ଷିକ ବନ୍ଧୁ ମିଳନ

ସମ୍ବଲପୁର:ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ଅଭିଭାବକ ସଂଘ ର ବାର୍ଷିକ ବନ୍ଧୁ ମିଳନ ରବିବାର ଅନୁଷ୍ଠିତ ହୋଇଥିଲା I ସ୍ଥାନୀୟ ଜାମପାଲି ମେଗା ନର୍ସରୀ ପରିସରରେ ଅନୁଷ୍ଠିତ
ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଶତାଧିକ ଅଭିଭାବକ ଯୋଗଦାନ କରିଥିଲେ I ଏହି ଅବସରରେ ସଂଘ ର ସଭାପତି ସରୋଜ ଦେଓଙ୍କ ସଭାପତିତ୍ୱ ରେ ଏକ ବୈଠକ ହୋଇଥିଲା I ଅଭିଭାବକ ସରୋଜ ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ବୈଠକ ରେ ଅଭିଭାବକ ଦୁଲାଲ ଚନ୍ଦ୍ର ରାୟ, ରବି ସାହୁ, ଅଶୋକ ମିଶ୍ର, ଲିଙ୍ଗରାଜ ପ୍ରଧାନ, ଚନ୍ଦ୍ରମଣି ମିର୍ଦ୍ଧା, ଈଶ୍ଵର ବଡ଼ପଣ୍ଡା, ମହେଶ ପଣ୍ଡା, ତ୍ରୀବିକ୍ରମ ସେଠ, ପୁରୁଷୋତ୍ତମ ବେହେରା, ଗୋପଳଜୀ ପାଢ଼ି, ବିଜୟ ସାହୁ, ଅଶ୍ଵିନୀ ପ୍ରଧାନ, ସୁବ୍ରତ ପତି, କୁମରମଣି କିସାନ, ଗୌତମ ମିଶ୍ର, ଶିବନାରାୟଣ ପଣ୍ଡା, ବିଭୁତି ଭୁଷଣ ପ୍ରଧାନ, ଶ୍ରୀମନ୍ତ ପଣ୍ଡା, ସୁଶାନ୍ତ ମହାପାତ୍ର, ସୁବାଷ ଶତପଥୀ, ଲିଙ୍ଗରାଜ ଦାସ, ପ୍ରଦୀପ୍ତ ସୁସାରୀ, କ୍ଷୀତୀଶ ବିଶ୍ଵାଲ, ଆଶିଷ ବିଶି, ହେମନ୍ତ ବାଗ, ଘନଶ୍ୟାମ ବଢେଇ, ସନ୍ଦିପ କୁମାର ସିଂହ, ରାଜିବ ପୁଝାରୀ, ଅଜୟ ପ୍ରଧାନ, ବାଦଳ ସାହାଣୀ, ରଜନିକାନ୍ତ ଚୌହାନ, ବିନୟ ସାହୁ, ସତ୍ୟ ଲାକ୍ରା , କୁଶ ବିଶ୍ଵାଲ,ଜୁସମନ ରାଣା ପ୍ରମୁଖ ସାମିଲ ଥିଲେ I ପରିଶେଷରେ ଅଭିଭାବକ ଅଶ୍ବିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।