Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଲଣ ରେ ଖୋଲିଲା ଧାନ ମଣ୍ଡି।

ହାଟଡିହି ଏହି ବର୍ଷ ନୂଆ କରି  ନୂଆ ଧାନ କିଣିବା ପାଇଁ ଅନୁଦାନ ପ୍ରାପ୍ତ କରିଛି ସୁଲଣ ସମବାୟ ସମିତି। ଯାହାକି ପୂର୍ବରୁ ଏହି ପଞ୍ଚାୟତ ଅଧିନ ରେ ଥିବା ଲୋକ ମାନଙ୍କ ସମସ୍ୟା ସମାଧାନ ପାଇଁ ନୂଆ ସମବାୟ ସମିତି ହୋଇଥିବା ବେଳେ ୨୦୨୪-୨ ୫ ଆର୍ଥିକ ବର୍ଷ ରେ ଧାନ କିଣିବା କୁ ଅନୁମତି ପାଇଛି। ଶୁକ୍ରବାର ଦିନ ସୁଲଣ ସମବାୟ କେନ୍ଦ୍ର ରେ ସମ୍ପାଦକ ଶରତ ଚନ୍ଦ୍ର ସେଠୀ ଙ୍କ ସଂଯୋଜନା ରେ ଏରିଆ ସୁପର ଭାଇଜର  ନିତ୍ୟାନନ୍ଦ ଦେହୁରୀ, ଦୟନିଧୀ ଜେନା, କାର୍ତିକେଶ୍ୱର୍ ଜେନା, ବସନ୍ତ କୁମାର ଜେନା, ଲକ୍ଷ୍ମୀଧର ଜେନା, ଚଗୁଲ ବ୍ରହ୍ମ, କଳାକାର ପରିଡ଼ା, ଶେଷଦେବ ଲେଙ୍କା, କାଳନ୍ଦୀ ରାଉତ, ଅଲେଖ ଚରଣ ଜେନା, ଶ୍ରୀ ରାମ ରାଉତ ପ୍ରମୁଖ ଗ୍ରାମ ବାସୀ ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ