Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଟଡିହି ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ। ବିଜେପି ପକ୍ଷରୁ ସ୍ବାଗତ।

ହାଟଡିହି ବ୍ଲକ ରେ ଯୋଗ ଦେଲେ ନୂତନ ବିଡ଼ିଓ ରଞ୍ଜନ କୁମାର ପରିଡ଼ା ସେ ପୂର୍ବରୁ ନୟାଗଡ଼ ଜିଲ୍ଲା ର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ ଭାର ତୁଲାଉ ଥିଲା ବେଳେ ଶୁକ୍ରବାର ଦିନ ଅପରାହ୍ନ ହାଟଡିହି ବ୍ଲକ ରେ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଥିବା ବିଡ଼ିଓ ଦିନ ତିନି ଘଟିକା ସମୟରେ ଦାୟିତ୍ୱ ଅର୍ପଣ କରିଥିଲେ।ଯୋଗଦାନ ର ପ୍ରଥମ ଦିନ ରେ ବ୍ଲକ ର ସମସ୍ତ କର୍ମଚାରୀ ଙ୍କ ପରିଚୟ ସଭା ଗୃହ ରେ ଗ୍ରହଣ କରିଥିଲେ।  ପରେ ପରେ ହାଟଡିହି ବ୍ଲକ ବିଜେପି ନେତୃତ୍ୱ ପକ୍ଷରୁ ବିଡ଼ିଓ ଙ୍କୁ ଶୁଭେଛା ଜଣାଇଥିଲେ। ଏହି ଶୁଭେଛା ବାର୍ତ୍ତା ଜଣାଇବା ସମୟ ରେ ସାଂସଦ ପ୍ରତିନିଧି ହରମୋହନ ସାଶିନି, ଯୁଧିଷ୍ଟିର ମଲ୍ଲିକ, ସୁଶାନ୍ତ କୁମାର ଜେନା, ପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇବା ପରେ ପ୍ରତି ଜୋନ ର ମଣ୍ଡଳ ସଭାପତି ସୁନିଲ କୁମାର ନାୟକ, ଅନଦା ପ୍ରସାଦ ଜେନା, ପ୍ରଦୀପ ନାୟକ, ଦଶରଥ ଜେନା,  ଯୁବ ମୋର୍ଚ୍ଚା ରୁଦ୍ର ପ୍ରସାଦ ଜେନା, ଦେବାଶିଷ ସେନାପତି, ଦୀପକ ଜେନା, ଅଶୋକ ଜେନା, ନିକୁଞ୍ଜ ଜେନା, ପ୍ରଶାନ୍ତ କୁମାର ରାଉତ, ଜଚିନ୍ଦ୍ର ଦାସ, ସୁଧାଂଶୁ ଶେଖର ବେହେରା, ଜଗନ୍ନାଥ ବାରିକ୍, ଆଲୋକ ଦାସ, ହରେକୃଷ୍ଣ ସାମଲ, ଅମୂଲ୍ୟ ରାଉତ, ପ୍ରଶାନ୍ତ ସେନାପତି, ଙ୍କ ମହିଳା ମୋର୍ଚ୍ଚା ସଦସ୍ୟ ମାନଙ୍କ ମଧ୍ୟରେ ତୃପ୍ତି ମୟୀ ଖୁଣ୍ଟିଆ, ମିନତି ଧଳ, ସସ୍ମିତା ଜେନା ଓ ତପନ ସାହୁ, ଦୀପକ ଜେନା ,ହରେକୃଷ୍ଣ ସ୍ୱାଇଁ, , ଜଗନ୍ନାଥ ବାରିକ, ସୁଶାନ୍ତ ଯେନା, ଅଭିନାଶ ସେଠି, ରୁଦ୍ରପ୍ରସାଦ ଜେନା, ଅଶୋକ ଜେନା, ବସନ୍ତ ଜେନା, ଦେବାଶିଷ ସେନାପତି,ରବୀନ୍ଦ୍ର ବିନ୍ଧାଣି, ପ୍ରଦୀପ ନାୟକ, ଜଗନ୍ନାଥ ସ୍ୱାଇଁ,ଧନେଶ୍ୱର ରାଉତ, ଗୌରାଙ୍ଗ ରାଉତ, ଜଗନ୍ନାଥ ପାତ୍ର, ଆଲୋକ ଦାସ, ପ୍ରଶାନ୍ତ ସ୍ୱlଇଁ, ଅଧର ବେହେରା, ଅମୁଲ୍ୟ ରାଉତ, ଦେବାଶିଷ ବେହେରା,ଅଭିନ୍ନ ରାଉଳ, ନିରଞ୍ଜନ ବିଶ୍ୱାଳ, ସୁରେନ୍ଦ୍ର ନାୟକ,ସୁରେଶ ମହାନ୍ତି, ଗୁରୁଚରଣ ପଣ୍ଡା,ଲିପୁନ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ