Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟଦୂର୍ଗା ଟ୍ରଷ୍ଟ ପକ୍ଷରୁ ମାଗଣା ହୁଇଲ ଚେୟାର ବଣ୍ଟନ।

ହାଟଡିହି ବ୍ଲକର ବିଭିନ୍ନ ସ୍ୱେଚ୍ଛା ସେବୀ ସଂଗଠନ ମାନଙ୍କ ମଧ୍ୟରୁ ଜୟ ଦୁର୍ଗା ଟ୍ରଷ୍ଟ ସବୁ କିଛି କିଛି ଲୋକ ଙ୍କୁ ସାହୋଜୋଗ ର ହାତ ବଢାଇ ଥାଏ। ସେହି ପରି ଶନି ବାର ମଧ୍ୟ ନିଜ ଘର ହାଟଡିହି ରେ ପଚାଶ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଆଶା ବାଡି, ଶ୍ରବଣ ଯନ୍ତ୍ର, ହୁଇଲ୍ ଚେୟା ର , ଝିଅ ମାନଂକୁ ମାଗଣା ସିଲାଇ ମେସିନ ଯୋଗାଇ ଦେଇ ଶିକ୍ଷା ଲାଭ ନିମନ୍ତେ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ଅଧ୍ୟକ୍ଷା ସୁରେଶ୍ଵରୀ ସାଗରିକା ଜେନା, ଚୀନୁ ସାହୁ, ସବିତା ଜେନା, ସୁଶାନ୍ତ ସାମଲ, ଦେବାଶିଷ ଦାସ, ଅବିନାଶ ତ୍ରିପାଠୀ, ସନ୍ତୋଷ ଖୁଣ୍ଟିଆ, ତୃପ୍ତି ମୟୀ ନାୟକ, କୈଳାଶ ଚନ୍ଦ୍ର ନାୟକ ପ୍ରମୁଖ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ