Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୋଦୟ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଶେଷ।

ହାଟଡିହି ରାଜ୍ୟ ନବୋଦୟ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଶେଷ ହୋଇଛି । ଏହି  କ୍ରମ ରେ ହାଟଡିହି ବ୍ଲକ ରେ ମୋଟ ଦୁଇଟି ପରୀକ୍ଷା ସେଣ୍ଟର ହୋଇଥିବା ବେଳେ ଏଥିରେ ୬୩୭ ଜଣ  ପରୀକ୍ଷାର୍ଥି  ପରୀକ୍ଷା ଦେବାକୁ  ସିକୃତି ପାଇଥିଲେ। ସେଥିମଧ୍ୟରୁ  ହାଟଡିହି ଉଚ ବିଦ୍ୟାଳୟ ରେ ମୋଟ ୩୨୨ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସାଳ ନିଆ ଉଚ ବିଦ୍ୟାଳୟ ରେ ୨୮୪ଜଣ ପିଲା ଉପସ୍ଥିତ ରହିଥିବା ବେଳେ ଉଭୟ ପରୀକ୍ଷା କେନ୍ଦ୍ର ରେ ମୋଟ ୩୧ଜଣ ଅନୁପସ୍ଥିତ ଛାତ୍ର ଛାତ୍ରୀ ରହିଥିଲେ। ଏହି ପରୀକ୍ଷା କୁ ନବୋଦୟ ବିଦ୍ୟାଳୟ ପକ୍ଷରୁ ସୂପରି ଟେଣ୍ଡ ପରିଚାଳନା କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ