Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ

ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ କୁଲୁଣ୍ଡା ଗାଁର ରାୟସିଂ ନାଏକ ( ୬୦) ନାମକ ଜଣେ ବ୍ୟକ୍ତି କୁ ଷଣ୍ଢ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି। ଏନେଇ ଜମନକିରା ଥାନା କେସ ନ. ୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
ପୋଲିସ ସୂତ୍ରରୁ ସୂଚନା ଅନୁଯାଇ, ଆଜି ଭୋର ୬ ଟା ସମୟରେ ରୟସିଂ କୌଣସି କାମରେ ନିଜ ଘରୁ ଯାଉଥିବା ସମୟରେ ଏକ ବୁଲା ଷଣ୍ଢ ବାରମ୍ବାର ଆକ୍ରମଣ କରିଥିଲା। ଏଥିରେ ରାୟଶିଂ ଗୁରୁତ୍ତର କ୍ଷତାକ୍ତ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି। ଏନେଇ ରୟଶିଂ ର ପୁଅ ଥାନାରେ ଲିଖିତ ହେବା ପରେ ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା କୁ ପଠେଇ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories