Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଳିକା ଦିବସ ପାଳିତ।

ହାଟଡିହି ହାଟଡିହି ଉଚ୍ଚ ବିଦ୍ୟାଳୟ ରେ କୁନି କୁନି ବାଳକ ବାଳିକା ମାନଙ୍କୁ ନେଇ ଏକ ସମନ୍ଵୟ ପ୍ରତିଯୋଗିତା ମୂଳକ ପରୀକ୍ଷା ହୋଇଥିଲେ। ଏହି ପରୀକ୍ଷା ରେ ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଶ୍ରେଣୀ ର ପିଲା ମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସି ଆର୍ ସି ଦେବାଶିଷ ବାରିକ, ହାଟଡିହି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପରମାନନ୍ଦ ପରିଡ଼ା, ଙ୍କ ସାଥୀ ଶିକ୍ଷକ ମାନେ ସହିଯୋଗ କରିଥିଲେ। ଏହି ଦିବସ ରେ କୃତି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତ୍ୟୁଷ ମଲ୍ଲିକ, ଆଦ୍ୟାସା ଜେନା, ସୁଶ୍ରୀ ରୋଜାଲିନ ଜେନା, ଭାଗ୍ୟ ଜ୍ୟୋତି ସେନାପତି, ଲକ୍ଷ୍ମୀପ୍ରିୟା ମଇକାପ, ତପଶ୍ୱନି ମଲ୍ଲିକ, କୃତ କାର୍ଯ୍ୟ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ଦୀନବନ୍ଧୁ ପରିଡ଼ା, ସୌମ୍ୟା ପ୍ରିୟା ସ୍ୱାଇଁ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ