Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହାନଗର ନିଗମ, କମିଶନରଙ୍କ ଜିଲ୍ଲାପାଳଙ୍କ ବିଭିନ୍ନ ୱାର୍ଡ ପରିଦର୍ଶନ

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଅଧୀନରେ ଚାଳିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ଅବସ୍ଥା ପରଖିବା ନିମନ୍ତେ ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ.) ମହାନଗର ନିଗମ ର ଆୟୁକ୍ତ, ଶ୍ରୀ ବେଦଭୂଷଣ(ଆଇ.ଏ.ଏସ.)ଙ୍କ ସହିତ ବିଭିନ୍ନ ୱାର୍ଡ ପରିଦର୍ଶନ କରିଛନ୍ତି।ଏହି ସମୟରେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ସ୍ଥାନୀୟ ସମସ୍ୟା ନେଇ ମଧ୍ୟ୍ୟ ବୁଝିବା ସହ ସ୍ୱଚ୍ଚତା ଓ ପ୍ରଗତି ମୂଳକ କାର୍ଯ୍ୟର ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇଛନ୍ତି।