Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚାରିଧାମ ମନ୍ଦିର ର ରତ୍ନମୂଦ ଉତ୍ସବ

ସମ୍ବଲପୁର:ଅଇଁଠାପାଲି ଥାନା ଅନ୍ତର୍ଗତ ସଙ୍କର୍ମା ଗାଁ ରେ ଆଜି ଚାରିଧାମ ମନ୍ଦିର ର ରତ୍ନମୂଦ ଉତ୍ସବ ଅନୁଷ୍ଟିତ ହୋଇଯାଇଛି,ଏହି ଉତ୍ସବରେ ଶ୍ରୀ କୃଷ୍ଣଚନ୍ଦ୍ର ବେହେରା ଓ ଧର୍ମପତ୍ନୀ ସଂଯୁକ୍ତା ବେହେରା ,ଦିପକ ଭୂୟାଁ କର୍ତ୍ତା ଦାଇତ୍ୱ ତୁଲାଇ ଥିଲେ, ପଣ୍ଡିତ ଜୟ ଗୋପାଲ ସୁଆର ଙ୍କ ପୌରହିତ୍ୟରେ ପୂଜାର୍ଚ୍ଚନା ହୋଇଥିଲା ତାଙ୍କୁ ପଣ୍ଡିତ ସୁଶାନ୍ତ ପତି, ପଣ୍ଡିତ ବାଳକୃଷ୍ଣ ଦାସ,ପୂଜାରୀ ଦେବଦତ୍ତ ବେହେରା ଓ ପଞ୍ଚାନନ ଦେହୁରୀ ସହଯୋଗ କରିଥିଲେ। ହଳଦୀ,କାଣିବନ୍ଧଳି ଓ କୁଲତା ନୁଆ ପାଲି କୀର୍ତ୍ତନ ମଣ୍ଡଳୀ ସଂର୍କୀତନ ପରିବେଷଣ କରିଥିଲେ ଏହି ଉତ୍ସବରେ ପ୍ରମୋଦ ଭୋଇ,ବୀଜୟ ସାହୁ, ଚିନ୍ତାମଣି ଭୋଇ,ସୁଶାନ୍ତ ବାଞୀ,ସୋମ୍ୟଭୁଷଣ ସାହାଣୀ,ତାପସ ପରିଡ଼ା, ଅନ୍ତର୍ଯ୍ୟାମୀ,ତରୁଣ ପରିଡ଼ା,ଭୋଜରାଜ ବାଞୀ,ସଞ୍ଜିବ ତରିଆ,ବିନୟ ଭୋଇ, ଗଙ୍ଗାଧର ପ୍ରଧାନ, ବଜେନ୍ଦ୍ର ସାହୁ,ବଲରାମ ଭୋଇ,ଜନାର୍ଦ୍ଦନ ପଣ୍ଡା ଓ ସଙ୍କର୍ମା ଗ୍ରାମର ଗ୍ରାମବାସୀମାନେ ସହଯୋଗ କରିଥିଲେ।