Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଷପିଇ ଦଶମ ଶ୍ରେଣୀଛାତ୍ରୀର ଆତ୍ମହତ୍ୟା..

ଘରୋଇ କଳିକୁ କେନ୍ଦ୍ର କରି ଦଶମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଅନ୍ତର୍ଗତ ଆଲୁଅଝରଣ ଗ୍ରାମରେ।ଆଲୁଅଝରଣ ଗ୍ରାମର ପୀତବାସ ପ୍ରଧାନଙ୍କ ଝିଅ ଜାନକୀ ପ୍ରଧାନ ଖରାରେ ବୁଲୁଥିବାର ଦେଖି ବାରଣ କରିଥିଲେ। ବାପା ଝିଅ କାହିଁକି ପ।ଠ ନପଢି ବାହାରେ ବୁଲୁଛି କହି ତାଙ୍କ ସ୍ତ୍ରୀ ସହିତ ପାଟି ତୁଣ୍ଡ କରିଥିଲେ। ଏହି ପାଟି ତୁଣ୍ଡକୁ ଝିଅ ସହ୍ୟନକରିପାରି ବାହାରକୁ ଚାଲି ଯାଇଥିଲା। ଘରେଥିବା ବାଇଗଣ ଗଛରେ ପୋକମରା ବିଷକୁ ପିଇ ଦେଇଥିଲା। ପରିବାର ଲୋକ ଜାନକୀକୁ ପାଇଲାବେଳକୁ ସେମୃତ୍ୟୁ ବରଣ କରିସାରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ