Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୃତ୍ୟୁ ପରେ ଶରୀର ଦାନ

ସମ୍ବଲପୁର: ଈଶ୍ୱର ମରେଈ ଗତ ୧୫.୦୩.୨୦୧୯ରେ ଉତ୍ସର୍ଗ ମାଧମରେ ମୃତ୍ୟୁ ପରେ ସମ୍ପୂର୍ଣ ଶରୀର ଦାନ ପାଇଁ ଇଛା ପତ୍ର ସ୍ଵାକ୍ଷର କାରିଥିଲେ।. ମଙ୍ଗଳବାର ତାଙ୍କର ମୃତ୍ୟୁ ପରେ ତାଙ୍କର ମର ଶରୀର କୁ ଭୀମସାର ଅନାଟମୀ ବିଭାଗ କୁ ଆଜି ହସ୍ତାନ୍ତର କରାଯାଇଛି। ଏହି ହସ୍ତାନ୍ତର ସମୟରେ ସ୍ବର୍ଗତ ମରେଈ ଙ୍କ ପରିବାରର ସଦସ୍ୟ ଙ୍କ ସମେତ ଡାକ୍ତର ପ୍ରଦୀପ ମହାନ୍ତି,ଡାକ୍ତର ମମତା ସର, ଡାକ୍ତର ସୁବାଷ ମାଝୀ,ଡାକ୍ତର ସଂଜୀବ ମିଶ୍ର,ଜୁଯୋମୁରା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଅଶ୍ୱିନୀ କୁମୁରା,ପ୍ରଫୁଲ୍ଲ ହୋତା,ରାଜନୀ ନାଗ,ପ୍ରବୀଣ ଦୀକ୍ଷିତ ,ଅତ୍ମାନ କୁମୁରା,କୃଷ୍ଣ ଚନ୍ଦ୍ର ମାଝୀ,ଓ ରଙ୍କମାନୀ ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ।
ଉତ୍ସର୍ଗ ଅନୁଷ୍ଠାନ ତରଫରୁ ସ୍ବର୍ଗତ ମରେଈ ଙ୍କ ଅମର ଆତ୍ମା ର ସଦଗତି କାମନା କରାଯିବା ସହ ଏହି ମହାନ ତ୍ୟାଗ ପାଇଁ ତାଙ୍କର ପରିବାର ବର୍ଗ ଙ୍କୁ ସମବେଦନା ଓ ଧନ୍ୟବାଦ ଦିଆ ଯାଇଛି।