Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳ୍ପତରୁ ଆଶ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ଜନ୍ମଦିନ ପାଳନ

ସମ୍ବଲପୁର:ଅଇଁଠାପାଲି ସ୍ଥିତ କଳ୍ପତରୁ ଆଶ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ଜନ୍ମଦିନ ପାଳନ କରାଗଲା । ସମ୍ବଲପୁର ବିଜେପି ବୀର ବିର୍ସା ମୁଣ୍ଡା ମଣ୍ଡଳ ପକ୍ଷରୁ ଅନ୍ତୋବସୀ ଙ୍କୁ ପାଠ୍ୟ ଉପକରଣ, ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଗଲା । ମଣ୍ଡଳ ସଭାପତି ଅବିନାଶ ନନ୍ଦ ଙ୍କ ନେତୃତ୍ୱ ରେ ହୋଇଥିବା କାର୍ଯ୍ୟକ୍ରମ ରେ ମୋହନ ପଣ୍ଡା, ତାପସ ପଣ୍ଡା, ବିଶ୍ଵ ରଞ୍ଜନ ଜେନା, ଅଜିତ ହୋତା, ସନ୍ତୋଷ ସାହୁ, ବିନି ମୁଣ୍ଡା, ସୂର୍ଯ୍ୟ ସାହୁ ପ୍ରମୁଖ ସାମିଲ ଥିଲେ