Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୭ ଦିନ ଭିତରେ ଲୁଟ୍ ଅସ୍ତ୍ରଶସ୍ତ୍ର ଫେରାଇବାକୁ ଅଲ୍ଟିମେଟମ୍

ନୂଆଦିଲ୍ଲୀ: ୭ ଦିନ ଭିତରେ ଲୁଟ୍ ଅସ୍ତ୍ରଶସ୍ତ୍ର ଫେରାଇବାକୁ ମଣିପୁର ରାଜ୍ୟପାଳଙ୍କ ଅଲ୍ଟିମେଟମ୍। ଏଭଳି ଅଲ୍ଟିମେଟମ୍ ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଦେଇଛନ୍ତି। ସାତ ଦିନ ମଧ୍ଯରେ ନ ଫେରାଇଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଆଗାମୀ ୭ ଦିନ ମଧ୍ୟରେ ନିକଟତମ ଥାନା, ଫାଣ୍ଡି ଓ ସୁରକ୍ଷା ବଳଙ୍କ କ୍ୟାମ୍ପରେ ସରେଣ୍ଡର କରିବାକୁ କୁହାଯାଇଛି। ମଣିପୁରରେ ମେ ୨୦୨୩ରୁ ହିଂସା ଜାରି ରହିଛି। ରାଜ୍ୟରେ ଦୀର୍ଘ ସମୟରୁ ହିଂସା ଜାରି ରହିବାରୁ ନିକଟରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଯାହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା।