୨୧୩୫ ପରୀକ୍ଷାର୍ଥୀ ଉପସ୍ଥିତ,୧୨୬ ଅନୁପସ୍ଥିତ।


ହାଟଡିହି,୨୧l୨-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଚଳିତ ବର୍ଷ ୧୫ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୨୬୧ ଜଣ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ୨୧୩୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ l ୧୨୬ ଜଣ ଅନୁପସ୍ଥିତ ଅଛନ୍ତି l ହାଟଡିହି ହାଇସ୍କୁଲରେ ୧୯୮ ଜଣ ପରୀକ୍ଷା ଦେଇଥିଲେ l କେହି ଅନୁପସ୍ଥିତ ନଥିଲେ l ମୁଗୁପୁର ହାଇସ୍କୁଲରେ ୧୨୮ ଜଣ ପରୀକ୍ଷା ଦେଇଥିଲେ l ୯ ଜଣ ଅନୁପସ୍ଥିତ ଥିଲେ l ବଡ଼ରମ୍ପାସ ହାଇସ୍କୁଲରେ ୧୩୭ ଜଣ ପରୀକ୍ଷା ଦେଇଥିଲେ l ୨ ଜଣ ଅନୁପସ୍ଥିତ ଥିଲେ l ସଡ଼ଙ୍ଗ ହାଇସ୍କୁଲରେ ୧୬୭ ଜଣ ପରୀକ୍ଷା ଦେଇଥିଲେ l ୧୫ ଜଣ ଅନୁପସ୍ଥିତ ଥିଲେ l ଡ଼ଅଁର ହାଇସ୍କୁଲରେ ୧୮୩ ଜଣ ପରୀକ୍ଷା ଦେଇଥିଲେ l ୩୨ ଜଣ ଅନୁପସ୍ଥିତ ଥିଲେ l କଳିଙ୍ଗା ହାଇସ୍କୁଲରେ ୧୭୩ ଜଣ ପରୀକ୍ଷା ଦେଇଥିଲେ l ୮ ଜଣ ଅନୁପସ୍ଥିତ ଥିଲେ l ମରୈଗାଁ ୯୬ ହାଇସ୍କୁଲରେ ୧୨୮ ଜଣ ପରୀକ୍ଷା ଦେଇଥିଲେ l ୮ ଜଣ ଅନୁପସ୍ଥିତ ଥିଲେ l ବଂଚୋ ହାଇସ୍କୁଲରେ ୧୩୫ ଜଣ ପରୀକ୍ଷା ଦେଇଥିଲେ l ୧ ଜଣ ଅନୁପସ୍ଥିତ ଥିଲେ l ଢେଙ୍କା ହାଇସ୍କୁଲରେ ୧୨୭ ଜଣ ପରୀକ୍ଷା ଦେଇଥିଲେ l ୨ ଜଣ ଅନୁପସ୍ଥିତ ଥିଲେ l ବାଲିବରେଇ ହାଇସ୍କୁଲରେ ୧୨୭ଜଣ ପରୀକ୍ଷା ଦେଇଥିଲେ l ୧୦ ଜଣ ଅନୁପସ୍ଥିତ ଥିଲେ l ବାଙ୍ଗୋର ହାଇସ୍କୁଲରେ ୧୭୨ ଜଣ ପରୀକ୍ଷା ଦେଇଥିଲେ l ୧୯ ଜଣ ଅନୁପସ୍ଥିତ ଥିଲେ l ସୋସୋ -କାନପୁର ହାଇସ୍କୁଲରେ ୧୧୮ ଜଣ ପରୀକ୍ଷା ଦେଇଥିଲେ l ୬ ଜଣ ଅନୁପସ୍ଥିତ ଥିଲେ l ନନ୍ଦିପଦା ହାଟ ହାଇସ୍କୁଲରେ ୧୯୯ ଜଣ ପରୀକ୍ଷା ଦେଇଥିଲେ l ୩ ଜଣ ଅନୁପସ୍ଥିତ ଥିଲେ l ବାଙ୍ଗୋର ବାଳିକା ହାଇସ୍କୁଲରେ ୧୭୫ ଜଣ ପରୀକ୍ଷା ଦେଇଥିଲେ l ୧୧ ଜଣ ଅନୁପସ୍ଥିତ ଥିଲେ l ମଧ୍ୟମା ପରୀକ୍ଷାର୍ଥୀଙ୍କ ପାଇଁ ଓରାଳି ବାଳିକା ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଥିଲା l ୪୦ ଜଣ ପରୀକ୍ଷା ଦେଇଥିଲେ l ୧ ଜଣ ଅନୁପସ୍ଥିତ ଥିଲେ l